or_tn/heb/12/22.md

708 B

General Information:

ହେବଲ ପ୍ରଥମ ମନୁଷ୍ୟ ଓ ନାରୀ, ଆଦମ ଓ ହବାଙ୍କର ପୁତ୍ର ଥିଲେ I କୟିନ ମଧ୍ୟ ସେମାନଙ୍କର ପୁତ୍ର ଯେ ହେବଲଙ୍କୁ ବଧ କରିଥିଲେ I

Mount Zion

ଲେଖକ ଯିରୂଶାଲମ ମନ୍ଦିର ସ୍ଥିତ ପର୍ବତ, ସିୟୋନ ପର୍ବତ ବିଷୟରେ କହନ୍ତି ଯେପରି ସ୍ବୟଂ ଏକ ସ୍ବର୍ଗ ଥିଲେ, ଈଶ୍ବରଙ୍କ ବାସସ୍ଥାନ I (ଦେଖ: rc://*/ta/man/translate/figs-metaphor)

tens of thousands of angels

ଅଗଣିତ ଦୂତଗଣ