# General Information: ହେବଲ ପ୍ରଥମ ମନୁଷ୍ୟ ଓ ନାରୀ, ଆଦମ ଓ ହବାଙ୍କର ପୁତ୍ର ଥିଲେ I କୟିନ ମଧ୍ୟ ସେମାନଙ୍କର ପୁତ୍ର ଯେ ହେବଲଙ୍କୁ ବଧ କରିଥିଲେ I # Mount Zion ଲେଖକ ଯିରୂଶାଲମ ମନ୍ଦିର ସ୍ଥିତ ପର୍ବତ, ସିୟୋନ ପର୍ବତ ବିଷୟରେ କହନ୍ତି ଯେପରି ସ୍ବୟଂ ଏକ ସ୍ବର୍ଗ ଥିଲେ, ଈଶ୍ବରଙ୍କ ବାସସ୍ଥାନ I (ଦେଖ: [[rc://*/ta/man/translate/figs-metaphor]]) # tens of thousands of angels ଅଗଣିତ ଦୂତଗଣ