or_tn/heb/12/19.md

1022 B

You have not come to a trumpet blast

ତୁମ୍ଭେମାନେ ସେହି ସ୍ଥାନକୁ ଆସିନାହଁ ଯେଉଁଠାରେ ତୂରୀର ମହାଧ୍ବନି ଅଛି

nor to a voice that speaks words whose hearers begged that not another word be spoken to them

ଏଠାରେ “ଶବ୍ଦ” କେହିଜଣେ କହୁଥିବା ବିଷୟକୁ ବୁଝାଏ I “କୁହା ଯାଏ” ବାକ୍ୟାଂଶ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିମ୍ବା ଯେଉଁଠାରେ ଈଶ୍ବର ଏପରି ଭାବରେ କହୁଥଲେ ଯେ ଯେଉଁମାନେ ତାହାଙ୍କୁ ଶୁଣିଲେ, ସେମାନଙ୍କୁ ଆଉ ପଦେ ନ କହିବାକୁ ତାହାଙ୍କୁ ନିବେଦନ କଲେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])