# You have not come to a trumpet blast ତୁମ୍ଭେମାନେ ସେହି ସ୍ଥାନକୁ ଆସିନାହଁ ଯେଉଁଠାରେ ତୂରୀର ମହାଧ୍ବନି ଅଛି # nor to a voice that speaks words whose hearers begged that not another word be spoken to them ଏଠାରେ “ଶବ୍ଦ” କେହିଜଣେ କହୁଥିବା ବିଷୟକୁ ବୁଝାଏ I “କୁହା ଯାଏ” ବାକ୍ୟାଂଶ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିମ୍ବା ଯେଉଁଠାରେ ଈଶ୍ବର ଏପରି ଭାବରେ କହୁଥଲେ ଯେ ଯେଉଁମାନେ ତାହାଙ୍କୁ ଶୁଣିଲେ, ସେମାନଙ୍କୁ ଆଉ ପଦେ ନ କହିବାକୁ ତାହାଙ୍କୁ ନିବେଦନ କଲେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]])