or_tn/heb/12/14.md

1.8 KiB

General Information:

ଏସୌ ଜଣେ ବ୍ୟକ୍ତି, ଯାହାଙ୍କ ବିଷୟରେ ମୋଶାଙ୍କ ଲେଖାରେ କୁହା ଯାଇଛି, ଇସହାକଙ୍କ ପ୍ରଥମ ପୁତ୍ର ଓ ଯାକୁବଙ୍କ ଭାଇଙ୍କୁ ବୁଝାଏ I

Pursue peace with everyone

ଏଠାରେ ଗୁଣବାଚକ ବିଶେଷ୍ୟ “ଶାନ୍ତି” ବିଷୟରେ କୁହାଯାଏ ଯେପରି ଏହା ଏପରି କିଛି ବିଷୟ, ଯାହାର ଜଣେ ଅନୁକରଣ କରିବା ଆବଶ୍ୟକ ଏବଂ ଏହାକୁ କ୍ରିୟା ବିଶେଷଣଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-abstractnouns]])

also the holiness without which no one will see the Lord

ଏହାକୁ ଏକ ସାକାରାତ୍ମକ ଉତ୍ସାହ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମଧ୍ୟ ପବିତ୍ର ହେବା ନିମନ୍ତେ କଠିନ ପରିଶ୍ରମ କର, କାରଣ କେବଳ ପବିତ୍ରଲୋକମାନେ ଈଶ୍ବରଙ୍କ ଦର୍ଶନ ପାଇବେ” (ଦେଖ: rc://*/ta/man/translate/figs-doublenegatives)

also the holiness

ବୁଝିଥିବା ସୂଚନାକୁ ତୁମେ ସ୍ପଷ୍ଟକରି କହି ପାରିବ I ଅନ୍ୟଏକ ଅନୁବାଦରେ: “ମଧ୍ୟ ପବିତ୍ରତାର ଅନୁସରଣ କର” (ଦେଖ: rc://*/ta/man/translate/figs-ellipsis)