or_tn/heb/12/14.md

16 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏସୌ ଜଣେ ବ୍ୟକ୍ତି, ଯାହାଙ୍କ ବିଷୟରେ ମୋଶାଙ୍କ ଲେଖାରେ କୁହା ଯାଇଛି, ଇସହାକଙ୍କ ପ୍ରଥମ ପୁତ୍ର ଓ ଯାକୁବଙ୍କ ଭାଇଙ୍କୁ ବୁଝାଏ I
# Pursue peace with everyone
ଏଠାରେ ଗୁଣବାଚକ ବିଶେଷ୍ୟ “ଶାନ୍ତି” ବିଷୟରେ କୁହାଯାଏ ଯେପରି ଏହା ଏପରି କିଛି ବିଷୟ, ଯାହାର ଜଣେ ଅନୁକରଣ କରିବା ଆବଶ୍ୟକ ଏବଂ ଏହାକୁ କ୍ରିୟା ବିଶେଷଣଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-abstractnouns]])
# also the holiness without which no one will see the Lord
ଏହାକୁ ଏକ ସାକାରାତ୍ମକ ଉତ୍ସାହ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମଧ୍ୟ ପବିତ୍ର ହେବା ନିମନ୍ତେ କଠିନ ପରିଶ୍ରମ କର, କାରଣ କେବଳ ପବିତ୍ରଲୋକମାନେ ଈଶ୍ବରଙ୍କ ଦର୍ଶନ ପାଇବେ” (ଦେଖ: [[rc://*/ta/man/translate/figs-doublenegatives]])
# also the holiness
ବୁଝିଥିବା ସୂଚନାକୁ ତୁମେ ସ୍ପଷ୍ଟକରି କହି ପାରିବ I ଅନ୍ୟଏକ ଅନୁବାଦରେ: “ମଧ୍ୟ ପବିତ୍ରତାର ଅନୁସରଣ କର” (ଦେଖ: [[rc://*/ta/man/translate/figs-ellipsis]])