or_tn/heb/12/07.md

2.1 KiB

Endure suffering as discipline

ବୁଝିବା ଆବଶ୍ୟକ ଯେ ଦୁଃଖଭୋଗ କରିବା ସମୟରେ ଈଶ୍ବର ଆମ୍ଭମାନଙ୍କୁ ଅନୁଶାସନ ଶିଖାନ୍ତି

God deals with you as with sons

ଏହା ପିତା ଆପଣାର ପୁତ୍ରମାନଙ୍କୁ ଶାସନ କରୁଥିବା ବିଷୟ ସହିତ ଈଶ୍ବର ଆପଣା ଲୋକମାନଙ୍କୁ ଶାସନ କରିବା ବିଷୟ ସହିତ ତୁଳନା କରୁଅଛି I ବୁଝିଥିବା ସୂଚନାକୁ ତୁମେ ସ୍ପଷ୍ଟଭାବରେ କହି ପାରିବ I ଅନ୍ୟଏକ ଅନୁବାଦରେ: “ଜଣେ ପିତା ଯେ ପ୍ରକାରେ ଆପଣା ପୁତ୍ରମାନଙ୍କ ପ୍ରତି ବ୍ୟବହାର କରନ୍ତି, ଈଶ୍ବର ତୁମ୍ଭମାନଙ୍କ ପ୍ରତି ସେ ପ୍ରକାରେ ବ୍ୟବହାର କରନ୍ତି” (ଦେଖ: [[rc:///ta/man/translate/figs-simile]] ଓ [[rc:///ta/man/translate/figs-ellipsis]])

sons ... son

ଏହି ଶବ୍ଦଗୁଡିକ ଯେତେ ଥର ଆସିଛି, ସେସବୁକୁ ପୁତ୍ର ଓ କନ୍ୟା ଭାବରେ ଅନ୍ତର୍ଭୁକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁତ୍ରଗଣ ... ପୁତ୍ର” (ଦେଖ: rc://*/ta/man/translate/figs-gendernotations)

what son is there whom his father does not discipline?

ଲେଖକ ଏହି ପ୍ରଶ୍ନ ଦ୍ବାରା ସୂଚାଉଛନ୍ତି ଯେ ପ୍ରତ୍ୟେକ ଉତ୍ତମ ପିତା ଆପଣା ପିଲାମାନଙ୍କୁ ଶାସନ କରନ୍ତି I ଏହାକୁ ଗୋଟିଏ ଉକ୍ତିଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ପିତା ଆପଣା ସନ୍ତାନଗଣଙ୍କୁ ଶାସନ କରନ୍ତି!” (ଦେଖ: rc://*/ta/man/translate/figs-rquestion)