# Endure suffering as discipline ବୁଝିବା ଆବଶ୍ୟକ ଯେ ଦୁଃଖଭୋଗ କରିବା ସମୟରେ ଈଶ୍ବର ଆମ୍ଭମାନଙ୍କୁ ଅନୁଶାସନ ଶିଖାନ୍ତି # God deals with you as with sons ଏହା ପିତା ଆପଣାର ପୁତ୍ରମାନଙ୍କୁ ଶାସନ କରୁଥିବା ବିଷୟ ସହିତ ଈଶ୍ବର ଆପଣା ଲୋକମାନଙ୍କୁ ଶାସନ କରିବା ବିଷୟ ସହିତ ତୁଳନା କରୁଅଛି I ବୁଝିଥିବା ସୂଚନାକୁ ତୁମେ ସ୍ପଷ୍ଟଭାବରେ କହି ପାରିବ I ଅନ୍ୟଏକ ଅନୁବାଦରେ: “ଜଣେ ପିତା ଯେ ପ୍ରକାରେ ଆପଣା ପୁତ୍ରମାନଙ୍କ ପ୍ରତି ବ୍ୟବହାର କରନ୍ତି, ଈଶ୍ବର ତୁମ୍ଭମାନଙ୍କ ପ୍ରତି ସେ ପ୍ରକାରେ ବ୍ୟବହାର କରନ୍ତି” (ଦେଖ: [[rc://*/ta/man/translate/figs-simile]] ଓ [[rc://*/ta/man/translate/figs-ellipsis]]) # sons ... son ଏହି ଶବ୍ଦଗୁଡିକ ଯେତେ ଥର ଆସିଛି, ସେସବୁକୁ ପୁତ୍ର ଓ କନ୍ୟା ଭାବରେ ଅନ୍ତର୍ଭୁକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁତ୍ରଗଣ ... ପୁତ୍ର” (ଦେଖ: [[rc://*/ta/man/translate/figs-gendernotations]]) # what son is there whom his father does not discipline? ଲେଖକ ଏହି ପ୍ରଶ୍ନ ଦ୍ବାରା ସୂଚାଉଛନ୍ତି ଯେ ପ୍ରତ୍ୟେକ ଉତ୍ତମ ପିତା ଆପଣା ପିଲାମାନଙ୍କୁ ଶାସନ କରନ୍ତି I ଏହାକୁ ଗୋଟିଏ ଉକ୍ତିଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ପିତା ଆପଣା ସନ୍ତାନଗଣଙ୍କୁ ଶାସନ କରନ୍ତି!” (ଦେଖ: [[rc://*/ta/man/translate/figs-rquestion]])