or_tn/heb/12/04.md

16 lines
1.4 KiB
Markdown

# Connecting Statement:
ଏବ୍ରୀ ପୁସ୍ତକର ଲେଖକ ଖ୍ରୀଷ୍ଟିୟାନ ଜୀବନକୁ ଏକ ପ୍ରତିଯୋଗିତା ସହିତ ତୁଳନା କରି ଆସୁଛନ୍ତି I
# You have not yet resisted or struggled against sin
ଏଠାରେ “ପାପ” ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଯାହା ବିରୁଦ୍ଧରେ ଜଣେ ଏକ ଯୁଦ୍ଧକ୍ଷେତ୍ରରେ ଲଢୁଅଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନଙ୍କୁ ଏପର୍ଯ୍ୟନ୍ତ ପାପୀମାନଙ୍କ ଆକ୍ରମଣ ସହ୍ୟ କରିବାକୁ ପଡ଼ିନାହିଁ ”(ଦେଖ: [[rc://*/ta/man/translate/figs-personification]])
# to the point of blood
ବିରୋଧୀକୁ ଏତେ ଅଧିକ ପ୍ରତିରୋଧ କରାଯାଏ ଯେ ଜଣେ ଏଥିରେ ମରିଯାଏ ସେହି ବିଷୟରେ କୁହାଯାଏ ଯେପରି ସେ ଏପରି ଗୋଟିଏ ସ୍ଥାନକୁ ପହଞ୍ଚିଛି, ଯେଉଁଠି ସେ ମରିଯିବ I (ଦେଖ: [[rc://*/ta/man/translate/figs-metaphor]])
# of blood
ଏଠାରେ “ରକ୍ତ” ମୃତ୍ୟୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମୃତ୍ୟୁର” (ଦେଖ: [[rc://*/ta/man/translate/figs-metonymy]])