# Connecting Statement: ଏବ୍ରୀ ପୁସ୍ତକର ଲେଖକ ଖ୍ରୀଷ୍ଟିୟାନ ଜୀବନକୁ ଏକ ପ୍ରତିଯୋଗିତା ସହିତ ତୁଳନା କରି ଆସୁଛନ୍ତି I # You have not yet resisted or struggled against sin ଏଠାରେ “ପାପ” ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଯାହା ବିରୁଦ୍ଧରେ ଜଣେ ଏକ ଯୁଦ୍ଧକ୍ଷେତ୍ରରେ ଲଢୁଅଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନଙ୍କୁ ଏପର୍ଯ୍ୟନ୍ତ ପାପୀମାନଙ୍କ ଆକ୍ରମଣ ସହ୍ୟ କରିବାକୁ ପଡ଼ିନାହିଁ ”(ଦେଖ: [[rc://*/ta/man/translate/figs-personification]]) # to the point of blood ବିରୋଧୀକୁ ଏତେ ଅଧିକ ପ୍ରତିରୋଧ କରାଯାଏ ଯେ ଜଣେ ଏଥିରେ ମରିଯାଏ ସେହି ବିଷୟରେ କୁହାଯାଏ ଯେପରି ସେ ଏପରି ଗୋଟିଏ ସ୍ଥାନକୁ ପହଞ୍ଚିଛି, ଯେଉଁଠି ସେ ମରିଯିବ I (ଦେଖ: [[rc://*/ta/man/translate/figs-metaphor]]) # of blood ଏଠାରେ “ରକ୍ତ” ମୃତ୍ୟୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମୃତ୍ୟୁର” (ଦେଖ: [[rc://*/ta/man/translate/figs-metonymy]])