or_tn/heb/11/37.md

1.2 KiB

They were stoned. They were sawn in two. They were killed with the sword

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ଅନ୍ୟମାନଙ୍କୁ ବିଦ୍ରୂପ କରି କୋରଡା ପ୍ରହାର କଲେ ...ଲୋକମାନେ ଅନ୍ୟମାନଙ୍କୁ ପ୍ରସ୍ତାରାଘାତ କଲେ I ଲୋକମାନେ ଅନ୍ୟମାନଙ୍କୁ କରତରେ କାଟି ଦ୍ବିଖଣ୍ଡ କଲେ I ଲୋକମାନେ ଅନ୍ୟମାନଙ୍କୁ ଖଡ୍ଗରେ ବଧ କଲେ” (ଦେଖ: rc://*/ta/man/translate/figs-activepassive)

went about

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲେ କିମ୍ବା “ସବୁବେଳେ ବଞ୍ଚି ରହିଲେ”

in sheepskins and goatskins

କେବଳ ମେଷ ଓ ଛାଗସବୁର ଚର୍ମ ପରିଧାନ କରି

They were destitute

ସେମାନଙ୍କର କିଛି ନଥିଲା କିମ୍ବା “ସେମାନେ ଅତି ଗରିବ ଥିଲେ”