or_tn/heb/11/37.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# They were stoned. They were sawn in two. They were killed with the sword
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ଅନ୍ୟମାନଙ୍କୁ ବିଦ୍ରୂପ କରି କୋରଡା ପ୍ରହାର କଲେ ...ଲୋକମାନେ ଅନ୍ୟମାନଙ୍କୁ ପ୍ରସ୍ତାରାଘାତ କଲେ I ଲୋକମାନେ ଅନ୍ୟମାନଙ୍କୁ କରତରେ କାଟି ଦ୍ବିଖଣ୍ଡ କଲେ I ଲୋକମାନେ ଅନ୍ୟମାନଙ୍କୁ ଖଡ୍ଗରେ ବଧ କଲେ” (ଦେଖ: [[rc://*/ta/man/translate/figs-activepassive]])
# went about
ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲେ କିମ୍ବା “ସବୁବେଳେ ବଞ୍ଚି ରହିଲେ”
# in sheepskins and goatskins
କେବଳ ମେଷ ଓ ଛାଗସବୁର ଚର୍ମ ପରିଧାନ କରି
# They were destitute
ସେମାନଙ୍କର କିଛି ନଥିଲା କିମ୍ବା “ସେମାନେ ଅତି ଗରିବ ଥିଲେ”