or_tn/heb/11/35.md

16 lines
2.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Women received back their dead by resurrection
ଗୁଣବାଚକ ବିଶେଷ୍ୟ “ପୁନରୁତ୍ଥାନ”କୁ ବାହାର କରିବା ନିମନ୍ତେ ଏହାକୁ ଭିନ୍ନଭାବରେ କୁହାଯାଇ ପାରିବ I “ମୃତ” ଶବ୍ଦ ଏକ ନାମବାଚକ ବିଶେଷଣ ଅଟେ I ଅନ୍ୟଏକ ଅନୁବାଦରେ: “ସ୍ତ୍ରୀ ଲୋକମାନେ ସେମାନଙ୍କୁ ଜୀବିତ ପାଇଲେ ଯେଉଁମାନେ ମୃତ ଥିଲେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-nominaladj]])
# Others were tortured, not accepting release
ଏହା ସୂଚାଇ ଦିଏ ଯେ ସେମାନଙ୍କ ଶତ୍ରୁମାନେ ସେମାନଙ୍କୁ କେତେକ ସର୍ତ୍ତରେ କାରାବାସରୁ ମୁକ୍ତ କରିଦେଇ ଥାନ୍ତେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: ‘ଅନ୍ୟମାନେ କାରାବାସରୁ ମୁକ୍ତି ଅପେକ୍ଷା ନିର୍ଯ୍ୟାତନା ସହ୍ୟକଲେ” କିମ୍ବା “ଅନ୍ୟମାନେ ସେମାନଙ୍କ ଶତ୍ରୁମାନଙ୍କ ସର୍ତ୍ତ ଅନୁସାରେ ମୁକ୍ତି ପାଇବାକୁ ନଚାହିଁ ଶତ୍ରୁମାନଙ୍କୁ ସେମାନଙ୍କୁ ନିର୍ଯ୍ୟାତନା କରିବାକୁ ଦେଲେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-explicit]])
# tortured
ଅତ୍ୟନ୍ତ ମାନସିକ ଅବା ଶାରୀରିକ ଯନ୍ତ୍ରଣା ଭୋଗ କରିବାକୁ ଦେଲେ
# a better resurrection
ସମ୍ଭାବିତ ଅର୍ଥଗୁଡିକ ୧) ଏହି ଲୋକମାନେ ଏହି ଜଗତରେ ଯାହା ଅନୁଭବ କରୁଥିବା ଜୀବନ ଅପେକ୍ଷା ଏକ ଉତ୍ତମ ଜୀବନ ଅନୁଭବ କରିବେ କିମ୍ବା ) ବିଶ୍ବାସ ନଥିବା ଲୋକମାନଙ୍କ ଅପେକ୍ଷା ଏହି ଲୋକମାନେ ଏକ ଉତ୍ତମ ପୁନରୁତ୍ଥାନ ପ୍ରାପ୍ତ ହେବେ I ବିଶ୍ବାସ ଥିବା ଲୋକମାନେ ଈଶ୍ବରଙ୍କ ସହିତ ଚିରକାଳ ବାସ କରିବେ I ବିଶ୍ବାସ ନଥିବା ଲୋକମାନେ ଚିରକାଳ ଈଶ୍ବରଙ୍କଠାରୁ ପୃଥକ୍ ହୋଇ ଯିବେ I