or_tn/heb/11/35.md

2.6 KiB
Raw Permalink Blame History

Women received back their dead by resurrection

ଗୁଣବାଚକ ବିଶେଷ୍ୟ “ପୁନରୁତ୍ଥାନ”କୁ ବାହାର କରିବା ନିମନ୍ତେ ଏହାକୁ ଭିନ୍ନଭାବରେ କୁହାଯାଇ ପାରିବ I “ମୃତ” ଶବ୍ଦ ଏକ ନାମବାଚକ ବିଶେଷଣ ଅଟେ I ଅନ୍ୟଏକ ଅନୁବାଦରେ: “ସ୍ତ୍ରୀ ଲୋକମାନେ ସେମାନଙ୍କୁ ଜୀବିତ ପାଇଲେ ଯେଉଁମାନେ ମୃତ ଥିଲେ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-nominaladj]])

Others were tortured, not accepting release

ଏହା ସୂଚାଇ ଦିଏ ଯେ ସେମାନଙ୍କ ଶତ୍ରୁମାନେ ସେମାନଙ୍କୁ କେତେକ ସର୍ତ୍ତରେ କାରାବାସରୁ ମୁକ୍ତ କରିଦେଇ ଥାନ୍ତେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: ‘ଅନ୍ୟମାନେ କାରାବାସରୁ ମୁକ୍ତି ଅପେକ୍ଷା ନିର୍ଯ୍ୟାତନା ସହ୍ୟକଲେ” କିମ୍ବା “ଅନ୍ୟମାନେ ସେମାନଙ୍କ ଶତ୍ରୁମାନଙ୍କ ସର୍ତ୍ତ ଅନୁସାରେ ମୁକ୍ତି ପାଇବାକୁ ନଚାହିଁ ଶତ୍ରୁମାନଙ୍କୁ ସେମାନଙ୍କୁ ନିର୍ଯ୍ୟାତନା କରିବାକୁ ଦେଲେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-explicit]])

tortured

ଅତ୍ୟନ୍ତ ମାନସିକ ଅବା ଶାରୀରିକ ଯନ୍ତ୍ରଣା ଭୋଗ କରିବାକୁ ଦେଲେ

a better resurrection

ସମ୍ଭାବିତ ଅର୍ଥଗୁଡିକ ୧) ଏହି ଲୋକମାନେ ଏହି ଜଗତରେ ଯାହା ଅନୁଭବ କରୁଥିବା ଜୀବନ ଅପେକ୍ଷା ଏକ ଉତ୍ତମ ଜୀବନ ଅନୁଭବ କରିବେ କିମ୍ବା ) ବିଶ୍ବାସ ନଥିବା ଲୋକମାନଙ୍କ ଅପେକ୍ଷା ଏହି ଲୋକମାନେ ଏକ ଉତ୍ତମ ପୁନରୁତ୍ଥାନ ପ୍ରାପ୍ତ ହେବେ I ବିଶ୍ବାସ ଥିବା ଲୋକମାନେ ଈଶ୍ବରଙ୍କ ସହିତ ଚିରକାଳ ବାସ କରିବେ I ବିଶ୍ବାସ ନଥିବା ଲୋକମାନେ ଚିରକାଳ ଈଶ୍ବରଙ୍କଠାରୁ ପୃଥକ୍ ହୋଇ ଯିବେ I