or_tn/heb/11/32.md

1.1 KiB

Connecting Statement:

ଇଶ୍ରାୟେଲ ଲୋକମାନଙ୍କ ପିତୃପୁରୁଷମାନଙ୍କ ନିମନ୍ତେ ଈଶ୍ବର ଯାହା କରିଥିଲେ ଲେଖକ ତାହା କହିବା ଜାରି ରଖିଛନ୍ତି I

What more can I say?

ଲେଖକ ଗୋଟିଏ ପ୍ରଶ୍ନ ବ୍ୟବହାର କରି ଗୁରୁତ୍ବାରୋପ କରନ୍ତି ଯେ ଏପରି ଅନେକ ଦୃଷ୍ଟାନ୍ତ ଅଛି ଯାହାସବୁ ସେ ଉଦ୍ଧୃତ କରି ପାରିଥାନ୍ତେ I ଏକ ଉକ୍ତିଭାବରେ ଏହାକୁ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆହୁରି ଅନେକ ଦୃଷ୍ଟାନ୍ତ ଅଛି” (ଦେଖ: rc://*/ta/man/translate/figs-rquestion)

the time will fail me

ମୁଁ ଯଥେଷ୍ଟ ସମୟ ପାଇବି ନାହିଁ

Barak

ଏହା ଜଣେ ବ୍ୟକ୍ତିର ନାମ I (ଦେଖ: rc://*/ta/man/translate/translate-names)