or_tn/heb/11/12.md

742 B

descendants as many as the stars in the sky and as countless as sand by the seashore

ଏହି ଉପମାର ଅର୍ଥ ଅବ୍ରାହାମଙ୍କର ଅନେକ ସନ୍ତାନସନ୍ତତି ଥିଲେ I (ଦେଖ: rc://*/ta/man/translate/figs-simile)

as countless as sand by the seashore

ଏହାର ଅର୍ଥ ଯେପରି ସମୁଦ୍ରକୂଳରେ ଏତେ ଅସଂଖ୍ୟ ବାଲିଦାନା ଥାଏ ଯେ କେହି ଗଣନା କରିପାରେ ନାହିଁ, ସେହିପରି ଅବ୍ରାହାମଙ୍କର ଏତେ ସନ୍ତାନସନ୍ତତି ଥିଲେ ଯେ କେହି ସେମାନଙ୍କୁ ଗଣିପାରେ ନାହିଁ I