or_tn/heb/11/12.md

8 lines
742 B
Markdown
Raw Permalink Normal View History

2020-11-19 00:15:53 +00:00
# descendants as many as the stars in the sky and as countless as sand by the seashore
ଏହି ଉପମାର ଅର୍ଥ ଅବ୍ରାହାମଙ୍କର ଅନେକ ସନ୍ତାନସନ୍ତତି ଥିଲେ I (ଦେଖ: [[rc://*/ta/man/translate/figs-simile]])
# as countless as sand by the seashore
ଏହାର ଅର୍ଥ ଯେପରି ସମୁଦ୍ରକୂଳରେ ଏତେ ଅସଂଖ୍ୟ ବାଲିଦାନା ଥାଏ ଯେ କେହି ଗଣନା କରିପାରେ ନାହିଁ, ସେହିପରି ଅବ୍ରାହାମଙ୍କର ଏତେ ସନ୍ତାନସନ୍ତତି ଥିଲେ ଯେ କେହି ସେମାନଙ୍କୁ ଗଣିପାରେ ନାହିଁ I