12 lines
831 B
Markdown
12 lines
831 B
Markdown
# the city with foundations
|
|
|
|
ଭିତ୍ତିମୂଳ ବିଶିଷ୍ଟ ନଗର I ଭିତ୍ତିମୂଳ ଥିବା ବିଷୟ ସୂଚାଇଦିଏ ଯେ ନଗର ଚିରସ୍ଥାୟୀ ଅଟେ I ଅନ୍ୟଏକ ଅନୁବାଦରେ: “ଅନନ୍ତକାଳିନ ସ୍ଥାୟୀ ନଗର” (ଦେଖ: [[rc://*/ta/man/translate/figs-metonymy]])
|
|
|
|
# whose architect and builder is God
|
|
|
|
ଯାହା ଈଶ୍ବରଙ୍କ ଦ୍ବାରା ପରିକଳ୍ପିତ ଓ ନିର୍ମିତ ଅଟେ କିମ୍ବା “ଯାହାକୁ ଈଶ୍ବର ପରିକଳ୍ପନା ଏବଂ ନିର୍ମାଣ କରିବେ”
|
|
|
|
# architect
|
|
|
|
ଜଣେ ବ୍ୟକ୍ତି ଯେ ଗୃହ ଓ ନଗରଗୁଡିକର ପରିକଳ୍ପନା କରନ୍ତି
|