or_tn/heb/11/10.md

831 B

the city with foundations

ଭିତ୍ତିମୂଳ ବିଶିଷ୍ଟ ନଗର I ଭିତ୍ତିମୂଳ ଥିବା ବିଷୟ ସୂଚାଇଦିଏ ଯେ ନଗର ଚିରସ୍ଥାୟୀ ଅଟେ I ଅନ୍ୟଏକ ଅନୁବାଦରେ: “ଅନନ୍ତକାଳିନ ସ୍ଥାୟୀ ନଗର” (ଦେଖ: rc://*/ta/man/translate/figs-metonymy)

whose architect and builder is God

ଯାହା ଈଶ୍ବରଙ୍କ ଦ୍ବାରା ପରିକଳ୍ପିତ ଓ ନିର୍ମିତ ଅଟେ କିମ୍ବା “ଯାହାକୁ ଈଶ୍ବର ପରିକଳ୍ପନା ଏବଂ ନିର୍ମାଣ କରିବେ”

architect

ଜଣେ ବ୍ୟକ୍ତି ଯେ ଗୃହ ଓ ନଗରଗୁଡିକର ପରିକଳ୍ପନା କରନ୍ତି