or_tn/heb/11/09.md

1.1 KiB

he lived in the land of promise as a foreigner

ଏହାକୁ ଅନ୍ୟ ପଦସବୁ ବ୍ୟବହାର କରି ଲେଖାଯାଇ ପାରିବ, ଯେପରି ଗୁଣବାଚକ ବିଶେଷ୍ୟ “ପ୍ରତିଜ୍ଞା”କୁ “ପ୍ରତିଜ୍ଞା କରିଥିଲେ” କ୍ରିୟା ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ପ୍ରତିଜ୍ଞା କରିଥିବା ଦେଶରେ ସେ ଜଣେ ବିଦେଶୀ ସ୍ବରୂପେ ବାସ କରୁଥିଲେ” (ଦେଖ: rc://*/ta/man/translate/figs-abstractnouns)

fellow heirs

ସହାଧିକାରୀ I ଏହା ଅବ୍ରାହାମ, ଇସ୍ ହାକ ଓ ଯାକୁବଙ୍କ ବିଷୟରେ କହେ ଯେପରି ସେମାନେ ଉତ୍ତରାଧିକାରୀଗଣ, ଯେଉଁମାନେ ଆପଣା ପିତାଙ୍କଠାରୁ ଗୋଟିଏ ଅଧିକାର ପ୍ରାପ୍ତ ହେବେ I (ଦେଖ: rc://*/ta/man/translate/figs-metaphor)