or_tn/heb/11/09.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# he lived in the land of promise as a foreigner
ଏହାକୁ ଅନ୍ୟ ପଦସବୁ ବ୍ୟବହାର କରି ଲେଖାଯାଇ ପାରିବ, ଯେପରି ଗୁଣବାଚକ ବିଶେଷ୍ୟ “ପ୍ରତିଜ୍ଞା”କୁ “ପ୍ରତିଜ୍ଞା କରିଥିଲେ” କ୍ରିୟା ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ପ୍ରତିଜ୍ଞା କରିଥିବା ଦେଶରେ ସେ ଜଣେ ବିଦେଶୀ ସ୍ବରୂପେ ବାସ କରୁଥିଲେ” (ଦେଖ: [[rc://*/ta/man/translate/figs-abstractnouns]])
# fellow heirs
ସହାଧିକାରୀ I ଏହା ଅବ୍ରାହାମ, ଇସ୍ ହାକ ଓ ଯାକୁବଙ୍କ ବିଷୟରେ କହେ ଯେପରି ସେମାନେ ଉତ୍ତରାଧିକାରୀଗଣ, ଯେଉଁମାନେ ଆପଣା ପିତାଙ୍କଠାରୁ ଗୋଟିଏ ଅଧିକାର ପ୍ରାପ୍ତ ହେବେ I (ଦେଖ: [[rc://*/ta/man/translate/figs-metaphor]])