or_tn/heb/11/06.md

2.0 KiB

Now without faith

ଏଠାରେ “ବର୍ତ୍ତମାନ”ର ଅର୍ଥ “ଏହି ମୁହୂର୍ତ୍ତରେ,” କିନ୍ତୁ ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା ବ୍ୟବହୃତ ହୋଇଅଛି I

without faith it is impossible to please him

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଜଣେ ବ୍ୟକ୍ତି ଈଶ୍ବରଙ୍କୁ ସନ୍ତୁଷ୍ଟ କରି ପାରିବ ଯଦି ତାହାର କେବଳ ଈଶ୍ବରଙ୍କଠାରେ ବିଶ୍ବାସ ଅଛି” (ଦେଖ: rc://*/ta/man/translate/figs-doublenegatives)

that anyone coming to God

ଈଶ୍ବରଙ୍କ ଉପାସନା କରିବାକୁ ଇଚ୍ଛା କରିବା ଏବଂ ତାହାଙ୍କର ଲୋକ ହେବା ବିଷୟରେ କୁହାଯାଏ ଯେପରି ଜଣେ ଆକ୍ଷରିକଭାବରେ ଈଶ୍ବରଙ୍କ ନିକଟକୁ ଆସୁଅଛି I ଅନ୍ୟଏକ ଅନୁବାଦରେ: “ଅତଏବ ଯେକେହି ଈଶ୍ବରଙ୍କ ଲୋକ ହେବା ନିମନ୍ତେ ଇଚ୍ଛା କରିବ” (ଦେଖ: rc://*/ta/man/translate/figs-metaphor)

he is a rewarder of those

ସେ ସେମାନଙ୍କୁ ପୁରସ୍କାର ଦିଅନ୍ତି

those who seek him

ଯେଉଁମାନେ ଈଶ୍ବରଙ୍କ ବିଷୟରେ ଶିକ୍ଷା କରି ତାହାଙ୍କ ଆଜ୍ଞା ପାଳନ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ତାହାଙ୍କୁ ପାଇବା ନିମନ୍ତେ ଅନ୍ବେଷଣ କରୁ ଅଛନ୍ତି I (ଦେଖ: rc://*/ta/man/translate/figs-metaphor)