# Now without faith ଏଠାରେ “ବର୍ତ୍ତମାନ”ର ଅର୍ଥ “ଏହି ମୁହୂର୍ତ୍ତରେ,” କିନ୍ତୁ ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା ବ୍ୟବହୃତ ହୋଇଅଛି I # without faith it is impossible to please him ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଜଣେ ବ୍ୟକ୍ତି ଈଶ୍ବରଙ୍କୁ ସନ୍ତୁଷ୍ଟ କରି ପାରିବ ଯଦି ତାହାର କେବଳ ଈଶ୍ବରଙ୍କଠାରେ ବିଶ୍ବାସ ଅଛି” (ଦେଖ: [[rc://*/ta/man/translate/figs-doublenegatives]]) # that anyone coming to God ଈଶ୍ବରଙ୍କ ଉପାସନା କରିବାକୁ ଇଚ୍ଛା କରିବା ଏବଂ ତାହାଙ୍କର ଲୋକ ହେବା ବିଷୟରେ କୁହାଯାଏ ଯେପରି ଜଣେ ଆକ୍ଷରିକଭାବରେ ଈଶ୍ବରଙ୍କ ନିକଟକୁ ଆସୁଅଛି I ଅନ୍ୟଏକ ଅନୁବାଦରେ: “ଅତଏବ ଯେକେହି ଈଶ୍ବରଙ୍କ ଲୋକ ହେବା ନିମନ୍ତେ ଇଚ୍ଛା କରିବ” (ଦେଖ: [[rc://*/ta/man/translate/figs-metaphor]]) # he is a rewarder of those ସେ ସେମାନଙ୍କୁ ପୁରସ୍କାର ଦିଅନ୍ତି # those who seek him ଯେଉଁମାନେ ଈଶ୍ବରଙ୍କ ବିଷୟରେ ଶିକ୍ଷା କରି ତାହାଙ୍କ ଆଜ୍ଞା ପାଳନ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ତାହାଙ୍କୁ ପାଇବା ନିମନ୍ତେ ଅନ୍ବେଷଣ କରୁ ଅଛନ୍ତି I (ଦେଖ: [[rc://*/ta/man/translate/figs-metaphor]])