or_tn/heb/11/05.md

1.6 KiB

It was by faith that Enoch was taken up so that he did not see death

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବିଶ୍ବାସ ଦ୍ବାରା ହନୋକ ମୃତ୍ୟୁଭୋଗ କଲେ ନାହିଁ, କାରଣ ଈଶ୍ବର ତାହାଙ୍କୁ ନେଇ ଗଲେ” (ଦେଖ: rc://*/ta/man/translate/figs-activepassive)

see death

ଏହା ମୃତ୍ୟୁ ବିଷୟରେ କହେ ଯେପରି ଏହା ଏପରି ଏକ ବିଷୟ ଯାହା ଲୋକେ ଦେଖି ପାରିବେ I ଏହାର ଅର୍ଥ ମୃତ୍ୟୁକୁ ଆସ୍ବାଦନ କରିବା I ଅନ୍ୟଏକ ଅନୁବାଦରେ: “ମୃତ୍ୟୁଭୋଗ କରିବା” (ଦେଖ: rc://*/ta/man/translate/figs-metaphor)

before he was taken up

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ନେବା ପୂର୍ବରୁ” (ଦେଖ: rc://*/ta/man/translate/figs-activepassive)

it was testified that he had pleased God

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥ ଗୁଡିକ ୧) “ଈଶ୍ବର କହିଲେ ଯେ ହନୋକ ତାହାଙ୍କୁ ସନ୍ତୁଷ୍ଟ କରିଥିଲେ I” (ଦେଖ: rc://*/ta/man/translate/figs-activepassive)