or_tn/heb/11/05.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# It was by faith that Enoch was taken up so that he did not see death
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବିଶ୍ବାସ ଦ୍ବାରା ହନୋକ ମୃତ୍ୟୁଭୋଗ କଲେ ନାହିଁ, କାରଣ ଈଶ୍ବର ତାହାଙ୍କୁ ନେଇ ଗଲେ” (ଦେଖ: [[rc://*/ta/man/translate/figs-activepassive]])
# see death
ଏହା ମୃତ୍ୟୁ ବିଷୟରେ କହେ ଯେପରି ଏହା ଏପରି ଏକ ବିଷୟ ଯାହା ଲୋକେ ଦେଖି ପାରିବେ I ଏହାର ଅର୍ଥ ମୃତ୍ୟୁକୁ ଆସ୍ବାଦନ କରିବା I ଅନ୍ୟଏକ ଅନୁବାଦରେ: “ମୃତ୍ୟୁଭୋଗ କରିବା” (ଦେଖ: [[rc://*/ta/man/translate/figs-metaphor]])
# before he was taken up
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ନେବା ପୂର୍ବରୁ” (ଦେଖ: [[rc://*/ta/man/translate/figs-activepassive]])
# it was testified that he had pleased God
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥ ଗୁଡିକ ୧) “ଈଶ୍ବର କହିଲେ ଯେ ହନୋକ ତାହାଙ୍କୁ ସନ୍ତୁଷ୍ଟ କରିଥିଲେ I” (ଦେଖ: [[rc://*/ta/man/translate/figs-activepassive]])