or_tn/heb/11/03.md

808 B

the universe was created by God's command

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ଈଶ୍ବର ଏହା ହେଉ ବୋଲି ଆଜ୍ଞା ଦେଇ ଜଗତକୁ ସୃଷ୍ଟି କରିଥିଲେ” (ଦେଖ: rc://*/ta/man/translate/figs-activepassive)

what is visible was not made out of things that were visible

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ସବୁ ବିଷୟ ଆମ୍ଭେମାନେ ଦେଖୁଅଛୁ ଅବା ଦୃଶମାନ ଅଟେ ତହିଁରୁ ଈଶ୍ବର ସୃଷ୍ଟି କରି ନଥିଲେ”