# the universe was created by God's command ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ଈଶ୍ବର ଏହା ହେଉ ବୋଲି ଆଜ୍ଞା ଦେଇ ଜଗତକୁ ସୃଷ୍ଟି କରିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # what is visible was not made out of things that were visible ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ସବୁ ବିଷୟ ଆମ୍ଭେମାନେ ଦେଖୁଅଛୁ ଅବା ଦୃଶମାନ ଅଟେ ତହିଁରୁ ଈଶ୍ବର ସୃଷ୍ଟି କରି ନଥିଲେ”