or_tn/heb/11/02.md

998 B

For because of this

କାରଣ ସେମାନେ ଘଟି ନଥିବା ଘଟଣା ଗୁଡିକ ବିଷୟରେ ନିଶ୍ଚିତ ଥିଲେ

the ancestors were approved for their faith

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ଗ୍ରହଣ କରିଥିଲେ, କାରଣ ସେମାନଙ୍କର ବିଶ୍ବାସ ଥିଲା” (See: rc://*/ta/man/translate/figs-activepassive)

the ancestors

ଲେଖକ ଏବ୍ରୀୟମାନଙ୍କୁ ଏବ୍ରୀୟମାନଙ୍କ ପିତୃପୁରୁଷମାନଙ୍କ ବିଷୟରେ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ପିତୃପୁରୁଷଗଣ” (ଦେଖ: rc://*/ta/man/translate/figs-explicit)