or_tn/heb/11/02.md

12 lines
998 B
Markdown
Raw Permalink Normal View History

2020-11-19 00:15:53 +00:00
# For because of this
କାରଣ ସେମାନେ ଘଟି ନଥିବା ଘଟଣା ଗୁଡିକ ବିଷୟରେ ନିଶ୍ଚିତ ଥିଲେ
# the ancestors were approved for their faith
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ଗ୍ରହଣ କରିଥିଲେ, କାରଣ ସେମାନଙ୍କର ବିଶ୍ବାସ ଥିଲା” (See: [[rc://*/ta/man/translate/figs-activepassive]])
# the ancestors
ଲେଖକ ଏବ୍ରୀୟମାନଙ୍କୁ ଏବ୍ରୀୟମାନଙ୍କ ପିତୃପୁରୁଷମାନଙ୍କ ବିଷୟରେ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ପିତୃପୁରୁଷଗଣ” (ଦେଖ: [[rc://*/ta/man/translate/figs-explicit]])