16 lines
1.3 KiB
Markdown
16 lines
1.3 KiB
Markdown
# General Information:
|
|
|
|
୧୦:୩୮ ରେ ଲେଖକ ଭାବବାଦୀ ହବକକୁକଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି, ଯାହା ପ୍ରତ୍ୟକ୍ଷଭାବରେ ୧୦:୩୭ ରେ ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଆସିଥିବା ଉଦ୍ଧୃତ ବାକ୍ୟକୁ ଅନୁକରଣ କରେ I
|
|
|
|
# My righteous one ... If he shrinks ... with him
|
|
|
|
ଏହା ସାଧାରଣତଃ ଯେକୌଣସି ଈଶ୍ବରଙ୍କ ବ୍ୟକ୍ତିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭର ବିଶ୍ବସ୍ତ ଲୋକ ...ଯଦି ସେମାନଙ୍କ ମଧ୍ୟରୁ କେହି ପଛକୁ ହଟିଯାଏ ...ସେହି ଲୋକ ପ୍ରତି” କିମ୍ବା “ଆମ୍ଭର ବିଶ୍ବସ୍ତ ଲୋକ ...ଯଦି ସେମାନେ ପଛକୁ ହଟି ଯାଆନ୍ତି ...ସେମାନଙ୍କ ସହିତ” (ଦେଖ: [[rc://*/ta/man/translate/figs-genericnoun]])
|
|
|
|
# My righteous ... I will
|
|
|
|
ଏଠାରେ “ଆମ୍ଭର” ଓ “ଆମ୍ଭେ” ଈଶ୍ବରଙ୍କୁ ବୁଝାଏ I
|
|
|
|
# shrinks back
|
|
|
|
ସେ କରୁଥିବା ଉତ୍ତମ କର୍ମଗୁଡିକ କରିବା ବନ୍ଦ କରିଦିଏ
|