or_tn/heb/10/38.md

1.3 KiB

General Information:

୧୦:୩୮ ରେ ଲେଖକ ଭାବବାଦୀ ହବକକୁକଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି, ଯାହା ପ୍ରତ୍ୟକ୍ଷଭାବରେ ୧୦:୩୭ ରେ ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଆସିଥିବା ଉଦ୍ଧୃତ ବାକ୍ୟକୁ ଅନୁକରଣ କରେ I

My righteous one ... If he shrinks ... with him

ଏହା ସାଧାରଣତଃ ଯେକୌଣସି ଈଶ୍ବରଙ୍କ ବ୍ୟକ୍ତିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭର ବିଶ୍ବସ୍ତ ଲୋକ ...ଯଦି ସେମାନଙ୍କ ମଧ୍ୟରୁ କେହି ପଛକୁ ହଟିଯାଏ ...ସେହି ଲୋକ ପ୍ରତି” କିମ୍ବା “ଆମ୍ଭର ବିଶ୍ବସ୍ତ ଲୋକ ...ଯଦି ସେମାନେ ପଛକୁ ହଟି ଯାଆନ୍ତି ...ସେମାନଙ୍କ ସହିତ” (ଦେଖ: rc://*/ta/man/translate/figs-genericnoun)

My righteous ... I will

ଏଠାରେ “ଆମ୍ଭର” ଓ “ଆମ୍ଭେ” ଈଶ୍ବରଙ୍କୁ ବୁଝାଏ I

shrinks back

ସେ କରୁଥିବା ଉତ୍ତମ କର୍ମଗୁଡିକ କରିବା ବନ୍ଦ କରିଦିଏ