or_tn/heb/10/32.md

864 B

the former days

ଅତୀତରେ

after you were enlightened

ସତ୍ୟ ଶିକ୍ଷା କରିବା ବିଷୟରେ କୁହାଯାଏ ଯେପରି ଈଶ୍ବର ଜଣେ ବ୍ୟକ୍ତି ଉପରେ ଏକ ଜ୍ୟୋତିଃ ପ୍ରକାଶ କଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ଶିକ୍ଷା କଲା ପରେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

how you endured a great struggle in suffering

ତୁମ୍ଭମାନଙ୍କୁ କେତେ ଦୁଃଖଭୋଗ ସହ୍ୟ କରିବାକୁ ପଡ଼ି ଥିଲା