or_tn/heb/10/32.md

12 lines
864 B
Markdown
Raw Permalink Normal View History

2020-11-19 00:15:53 +00:00
# the former days
ଅତୀତରେ
# after you were enlightened
ସତ୍ୟ ଶିକ୍ଷା କରିବା ବିଷୟରେ କୁହାଯାଏ ଯେପରି ଈଶ୍ବର ଜଣେ ବ୍ୟକ୍ତି ଉପରେ ଏକ ଜ୍ୟୋତିଃ ପ୍ରକାଶ କଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ଶିକ୍ଷା କଲା ପରେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])
# how you endured a great struggle in suffering
ତୁମ୍ଭମାନଙ୍କୁ କେତେ ଦୁଃଖଭୋଗ ସହ୍ୟ କରିବାକୁ ପଡ଼ି ଥିଲା