or_tn/heb/10/22.md

4.1 KiB

let us approach

ଏଠାରେ “ନିକଟବର୍ତ୍ତୀ ହେବା” ଈଶ୍ବରଙ୍କର ଉପାସନା କରିବାକୁ ବୁଝାଏ, ଯେପରି ଜଣେ ଯାଜକ ଈଶ୍ବରଙ୍କ ନିକଟରେ ପଶୁକୁ ଉତ୍ସର୍ଗ କରିବା ନିମନ୍ତେ ବେଦୀ ନିକଟକୁ ଯାଇଥାନ୍ତି I (ଦେଖ: rc://*/ta/man/translate/figs-metonymy)

with true hearts

ସରଳ ହୃଦୟ ସହ କିମ୍ବା “ସଚ୍ଚୋଟ ହୃଦୟ ସହ I” ଏଠାରେ “ହୃଦୟ” ବିଶ୍ବାସୀମାନଙ୍କ ପ୍ରକୃତ ଇଚ୍ଛା ଓ ଅଭିପ୍ରାୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବିଶ୍ବସ୍ତତାର ସହ” କିମ୍ବା “ବିଶ୍ବସ୍ତଭାବରେ”(ଦେଖ: rc://*/ta/man/translate/figs-metonymy)

in the full assurance of faith

ଅତଏବ ପୂର୍ଣ୍ଣ ବିଶ୍ବାସରେ କିମ୍ବା “ଓ ଯୀଶୁଙ୍କଠାରେ ସମ୍ପୂର୍ଣ୍ଣ ଭରସା କରି”

having our hearts sprinkled clean

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେପରି ଆମ୍ଭମାନଙ୍କ ହୃଦୟକୁ ଆପଣା ରକ୍ତରେ ଶୁଚି କରିଥିଲେ” (ଦେଖ: rc://*/ta/man/translate/figs-activepassive)

hearts sprinkled clean

ଏଠାରେ “ହୃଦୟ” ବିବେକ, ଭଲ ମନ୍ଦର ସଚେତନତା ନିମନ୍ତେ ଏକ ରୂପକ ଅଟେ I ଶୁଚି କରାଯିବା ହେଉଛି ପ୍ରାପ୍ତ ହେବା ଏବଂ ଧାର୍ମିକତାର ପଦ ପ୍ରାପ୍ତ ହେବା ନିମନ୍ତେ ଏକ ରୂପକ ଅଟେ I (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

sprinkled

ସେଚନ କରିବା ଯାଜକମାନଙ୍କ ଦ୍ବାରା କରାଯାଉ ଥିବା ଏକ ସାଙ୍କେତିକ କାର୍ଯ୍ୟ ଥିଲା ଯାହା ଦ୍ବାରା ସେମାନେ ଲୋକମାନଙ୍କ ଉପରେ ଓ ବସ୍ତୁ ସମୁହଗୁଡିକ ଉପରେ ନିୟମର ଉପକାରିତାକୁ ପ୍ରୟୋଗ କରୁଥିଲେ I ଦେଖ ଏବ୍ରୀ ୯:୧୯ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-symaction)

having our bodies washed with pure water

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେପରି ଆମ୍ଭମାନଙ୍କ ଶରୀରକୁ ନିର୍ମଳ ଜଳରେ ଧୌତ କରି ଅଛନ୍ତି” (ଦେଖ: rc://*/ta/man/translate/figs-activepassive)

our bodies washed with pure water

ଯଦି ଅନୁବାଦକ ଏହି ବାକ୍ୟାଂଶ ଖ୍ରୀଷ୍ଟିୟ ବାପ୍ତିସ୍ମକୁ ଇଙ୍ଗିତ କରିବା ସଦୃଶ ବୁଝୁଛନ୍ତି, ତେବେ “ଜଳ”ର ବାପ୍ତିସ୍ମ ଆକ୍ଷରିକ ଅଟେ ଏବଂ ଚିହ୍ନ ସ୍ବରୂପ ନୁହଁ I କିନ୍ତୁ ଜଳର ବାପ୍ତିସ୍ମ ଯଦି ଆକ୍ଷରିକ ଭାବରେ ନିଆଯାଏ, ତେବେ “ନିର୍ମଳ” ଚିହ୍ନ ସ୍ବରୂପ ହୋଇ ଆତ୍ମିକ ପବିତ୍ରତାକୁ ବୁଝାଇବ, ଯାହା ଏଠାରେ ବାପ୍ତିସ୍ମ ସାଧନ କରେ ବୋଲି କୁହାଯାଇଛି I “ଧୌତ” ଶବ୍ଦ ଈଶ୍ବରଙ୍କ ନିକଟରେ ବିଶ୍ବାସୀମାନେ ଗ୍ରହଣଯୋଗ୍ୟ ହେବା ବିଷୟକୁ ସୁଚିତ କରେ I (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])