or_tn/heb/09/19.md

1.2 KiB

took the blood ... with water ... and sprinkled ... the scroll ... and all the people

ଯାଜକ ଏସୋବକୁ ରକ୍ତରେ ଓ ଜଳରେ ବୁଡାଇବା ପରେ ତାହା ଛିଞ୍ଚୁ ଥିଲେ, ଏବଂ ରକ୍ତ ଓ ଜଳ ବିନ୍ଦୁ ଗୁଡିକ ପୁସ୍ତକ ଓ ଲୋକମାନଙ୍କ ଉପରେ ପଡୁଥିଲା I ଯାଜକମାନଙ୍କଦ୍ବାରା କରାଯାଉଥିବା ସେଚନ କର୍ମ ଏକ ସାଙ୍କେତିକ କାର୍ଯ୍ୟ ଥିଲା, ଯାହା ଦ୍ବାରା ସେମାନେ ଲୋକମାନଙ୍କ ଉପରେ ଓ ବସ୍ତୁ ଗୁଡିକ ଉପରେ ନିୟମର ଉପକାରିତାକୁ ପ୍ରୟୋଗ କରୁଥିଲେ I ଏଠାରେ ପୁସ୍ତକ ଓ ଈଶ୍ବରଙ୍କ ପ୍ରତି ଲୋକମାନଙ୍କ ଗ୍ରହଣୀୟତା ନୂତନୀକରଣ ହୁଏ I (ଦେଖ: rc://*/ta/man/translate/translate-symaction)

hyssop

ଗ୍ରୀଷ୍ମ ୠତୁରେ ଫୁଲ ଧରୁଥିବା ଗୋଟିଏ କାଠୁଆ ଗୁଲ୍ମ, ଯାହା ଶୁଚିକରଣ ବିଧିରେ ବ୍ୟବହାର କରାଯାଏ