or_tn/heb/10/18.md

12 lines
1.6 KiB
Markdown

# Now
ଏହା ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ବିଷୟ ଗୁଡିକ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ବ୍ୟବହାର କରାଯାଇଛି I ଏହାର ଅର୍ଥ ନୁହେଁ ଯେ “ଏହି ମୂହୁର୍ତ୍ତରେ I”
# where there is forgiveness for these
ଏହା ଅନ୍ୟ ପଦସବୁ ବ୍ୟବହାର କରି କୁହାଯାଇ ପାରିବ, ଯେପରି ବିଶେଷ୍ୟ ପଦ “କ୍ଷମା”କୁ “କ୍ଷମା କରିବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଈଶ୍ବର ଏହିସବୁ ବିଷୟ କ୍ଷମା କରିଛନ୍ତି” (ଦେଖ: [[rc://*/ta/man/translate/figs-abstractnouns]])
# there is no longer any sacrifice for sin
ଏହାକୁ ଅନ୍ୟ ପଦସବୁ ବ୍ୟବହାର କରି କୁହାଯାଇ ପାରିବ, ଯେପରି ଗୁଣବାଚକ ବିଶେଷ୍ୟ ପଦ “ବଳିଦାନ”କୁ “ବଳିଦାନ କରିବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପାପ ନିମନ୍ତେ ଲୋକମାନଙ୍କର ଆଉ ବଳିଦାନ ଉତ୍ସର୍ଗ କରିବା ଆବଶ୍ୟକ ନାହିଁ” (ଦେଖ: [[rc://*/ta/man/translate/figs-abstractnouns]])