or_tn/heb/10/18.md

1.6 KiB

Now

ଏହା ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ବିଷୟ ଗୁଡିକ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ବ୍ୟବହାର କରାଯାଇଛି I ଏହାର ଅର୍ଥ ନୁହେଁ ଯେ “ଏହି ମୂହୁର୍ତ୍ତରେ I”

where there is forgiveness for these

ଏହା ଅନ୍ୟ ପଦସବୁ ବ୍ୟବହାର କରି କୁହାଯାଇ ପାରିବ, ଯେପରି ବିଶେଷ୍ୟ ପଦ “କ୍ଷମା”କୁ “କ୍ଷମା କରିବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଈଶ୍ବର ଏହିସବୁ ବିଷୟ କ୍ଷମା କରିଛନ୍ତି” (ଦେଖ: rc://*/ta/man/translate/figs-abstractnouns)

there is no longer any sacrifice for sin

ଏହାକୁ ଅନ୍ୟ ପଦସବୁ ବ୍ୟବହାର କରି କୁହାଯାଇ ପାରିବ, ଯେପରି ଗୁଣବାଚକ ବିଶେଷ୍ୟ ପଦ “ବଳିଦାନ”କୁ “ବଳିଦାନ କରିବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପାପ ନିମନ୍ତେ ଲୋକମାନଙ୍କର ଆଉ ବଳିଦାନ ଉତ୍ସର୍ଗ କରିବା ଆବଶ୍ୟକ ନାହିଁ” (ଦେଖ: rc://*/ta/man/translate/figs-abstractnouns)