or_tn/heb/10/17.md

12 lines
2.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏହା ପୁରାତନ ନିୟମର ଭାବବାଦୀ ଯିରିମିୟଙ୍କ ପୁସ୍ତକରୁ ଆସିଥିବା ଉଦ୍ଧୃତ ବାକ୍ୟକୁ ଜାରି ରଖୁଛି I
# Their sins and lawless deeds I will remember no longer.
“ଆମ୍ଭେ ସେମାନଙ୍କ ପାପ ଓ ଅପରାଧ ସବୁ ଆଉ ସ୍ମରଣ କରିବା ନାହିଁ “ କିମ୍ବା “ଆମ୍ଭେ ସେମାନଙ୍କ ପାପ ଓ ଅପରାଧ ବିଷୟରେ ଆଉ ଭାବିବା ନାହିଁ I “ଏହା ପବିତ୍ରଆତ୍ମାଙ୍କ ସାକ୍ଷ୍ୟର ଦ୍ବିତୀୟ ଭାଗ ଅଟେ ([ଏବ୍ରୀ ୧୦:୧୫-୧୬](./15.md)) I ଏହି ଉଦ୍ଧୃତ ବାକ୍ୟକୁ ୧୬ ପଦର ଶେଷରେ ସମାପ୍ତ କରି ଏବଂ ଏଠାରେ ଏକ ନୁତନ ଉଦ୍ଧୃତ ବାକ୍ୟକୁ ଆରମ୍ଭ କରି ତୁମେ ଏହାକୁ ଅନୁବାଦରେ ସ୍ପଷ୍ଟ କରି ପାରିବ I ଅନ୍ୟଏକ ଅନୁବାଦରେ: “ତତ୍ପରେ ସେ ପୁନଶ୍ଚ କହିଲେ, ସେମାନଙ୍କ ପାପ ଓ ଅପରାଧ ସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ I“(ଦେଖ: [[rc://*/ta/man/translate/figs-explicit]])
# Their sins and lawless deeds
“ପାପ” ଓ “ଅପରାଧ” ଶବ୍ଦଗୁଡିକ ମୌଳିକଭାବରେ ସମାନ ଅର୍ଥ ପ୍ରକାଶ କରେ I ଏକତ୍ରଭାବରେ ସେଗୁଡିକ ଗୁତୁତ୍ବ ଦିଅନ୍ତି ଯେ ପାପ କେଡ଼େ ମନ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ନିଷେଧ କରାଯାଇଥିବା ବିଷୟସବୁ କଲେ ଓ ସେହି ପ୍ରକାରେ ସେମାନେ ବ୍ୟବସ୍ଥା ଲଂଘନ କଲେ” (ଦେଖ: [[rc://*/ta/man/translate/figs-doublet]])