or_tn/heb/10/17.md

2.0 KiB
Raw Permalink Blame History

General Information:

ଏହା ପୁରାତନ ନିୟମର ଭାବବାଦୀ ଯିରିମିୟଙ୍କ ପୁସ୍ତକରୁ ଆସିଥିବା ଉଦ୍ଧୃତ ବାକ୍ୟକୁ ଜାରି ରଖୁଛି I

Their sins and lawless deeds I will remember no longer.

“ଆମ୍ଭେ ସେମାନଙ୍କ ପାପ ଓ ଅପରାଧ ସବୁ ଆଉ ସ୍ମରଣ କରିବା ନାହିଁ “ କିମ୍ବା “ଆମ୍ଭେ ସେମାନଙ୍କ ପାପ ଓ ଅପରାଧ ବିଷୟରେ ଆଉ ଭାବିବା ନାହିଁ I “ଏହା ପବିତ୍ରଆତ୍ମାଙ୍କ ସାକ୍ଷ୍ୟର ଦ୍ବିତୀୟ ଭାଗ ଅଟେ (ଏବ୍ରୀ ୧୦:୧୫-୧୬) I ଏହି ଉଦ୍ଧୃତ ବାକ୍ୟକୁ ୧୬ ପଦର ଶେଷରେ ସମାପ୍ତ କରି ଏବଂ ଏଠାରେ ଏକ ନୁତନ ଉଦ୍ଧୃତ ବାକ୍ୟକୁ ଆରମ୍ଭ କରି ତୁମେ ଏହାକୁ ଅନୁବାଦରେ ସ୍ପଷ୍ଟ କରି ପାରିବ I ଅନ୍ୟଏକ ଅନୁବାଦରେ: “ତତ୍ପରେ ସେ ପୁନଶ୍ଚ କହିଲେ, ସେମାନଙ୍କ ପାପ ଓ ଅପରାଧ ସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ I“(ଦେଖ: rc://*/ta/man/translate/figs-explicit)

Their sins and lawless deeds

“ପାପ” ଓ “ଅପରାଧ” ଶବ୍ଦଗୁଡିକ ମୌଳିକଭାବରେ ସମାନ ଅର୍ଥ ପ୍ରକାଶ କରେ I ଏକତ୍ରଭାବରେ ସେଗୁଡିକ ଗୁତୁତ୍ବ ଦିଅନ୍ତି ଯେ ପାପ କେଡ଼େ ମନ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ନିଷେଧ କରାଯାଇଥିବା ବିଷୟସବୁ କଲେ ଓ ସେହି ପ୍ରକାରେ ସେମାନେ ବ୍ୟବସ୍ଥା ଲଂଘନ କଲେ” (ଦେଖ: rc://*/ta/man/translate/figs-doublet)