or_tn/heb/10/14.md

503 B

those who are being sanctified

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ପବିତ୍ର କରୁ ଅଛନ୍ତି” କିମ୍ବା “ଯେଉଁମାନଙ୍କୁ ଈଶ୍ବର ଆପଣା ନିମନ୍ତେ ଉତ୍ସର୍ଗ କରି ଅଛନ୍ତି” (ଦେଖ: rc://*/ta/man/translate/figs-activepassive)