or_tn/heb/10/14.md

4 lines
503 B
Markdown
Raw Permalink Normal View History

2020-11-19 00:15:53 +00:00
# those who are being sanctified
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ପବିତ୍ର କରୁ ଅଛନ୍ତି” କିମ୍ବା “ଯେଉଁମାନଙ୍କୁ ଈଶ୍ବର ଆପଣା ନିମନ୍ତେ ଉତ୍ସର୍ଗ କରି ଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])