or_tn/heb/10/09.md

1.7 KiB

See

ଦେଖ ବା “ଶୁଣ” ଅବା ମୁଁ ଯାହା ତୁମ୍ଭକୁ କହିବାକୁ ଉଦ୍ୟତ, ସେଥିରେ ମନଯୋଗ କର”

He takes away the first practice in order to establish the second practice

ଏଠାରେ ଗୁଣବାଚକ ବିଶେଷ୍ୟ “ପ୍ରଥା” ପାପ ପ୍ରାୟଶ୍ଚିତ୍ତ କରିବାର ଏକ ପଥକୁ ଦର୍ଶାଏ I ଏହା କରିବାକୁ ବନ୍ଦ କରିବା ବିଷୟରେ କୁହାଯାଏ ଯେପରି ଏହା ଏକ ବିଷୟ ଥିଲା ଯାହା ହରଣ କରାଯାଇ ପାରିବ I ପାପ ପ୍ରାୟଶ୍ଚିତ୍ତ କରିବାର ଦ୍ବିତୀୟ ମାର୍ଗକୁ ଆରମ୍ଭ କରିବା ବିଷୟରେ କୁହାଯାଏ ଯେ ସେହି ବ୍ୟବସ୍ଥାକୁ ସ୍ଥାପନ କରିବା ଅଟେ I ଅନ୍ୟଏକ ଅନୁବାଦରେ: “ଦ୍ବିତୀୟ ମାର୍ଗରେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସେ ପ୍ରଥମ ମାର୍ଗର ପାପ ପ୍ରାୟଶ୍ଚିତ୍ତ ମାର୍ଗ ଲୋପ କରନ୍ତି” (ଦେଖ: [[rc:///ta/man/translate/figs-abstractnouns]] ଏବଂ [[rc:///ta/man/translate/figs-metaphor]])

first practice ... the second practice

“ପ୍ରଥମ” ଓ “ଦ୍ବିତୀୟ” ଶବ୍ଦଗୁଡିକ ଆନୁକ୍ରମିକ ସଂଖ୍ୟା ଅଟନ୍ତି I ଅନ୍ୟଏକ ଅନୁବାଦରେ: “ପୁରାତନ ପ୍ରଥା ...ନୂତନ ପ୍ରଥା” (ଦେଖ: rc://*/ta/man/translate/translate-ordinal)