# See ଦେଖ ବା “ଶୁଣ” ଅବା ମୁଁ ଯାହା ତୁମ୍ଭକୁ କହିବାକୁ ଉଦ୍ୟତ, ସେଥିରେ ମନଯୋଗ କର” # He takes away the first practice in order to establish the second practice ଏଠାରେ ଗୁଣବାଚକ ବିଶେଷ୍ୟ “ପ୍ରଥା” ପାପ ପ୍ରାୟଶ୍ଚିତ୍ତ କରିବାର ଏକ ପଥକୁ ଦର୍ଶାଏ I ଏହା କରିବାକୁ ବନ୍ଦ କରିବା ବିଷୟରେ କୁହାଯାଏ ଯେପରି ଏହା ଏକ ବିଷୟ ଥିଲା ଯାହା ହରଣ କରାଯାଇ ପାରିବ I ପାପ ପ୍ରାୟଶ୍ଚିତ୍ତ କରିବାର ଦ୍ବିତୀୟ ମାର୍ଗକୁ ଆରମ୍ଭ କରିବା ବିଷୟରେ କୁହାଯାଏ ଯେ ସେହି ବ୍ୟବସ୍ଥାକୁ ସ୍ଥାପନ କରିବା ଅଟେ I ଅନ୍ୟଏକ ଅନୁବାଦରେ: “ଦ୍ବିତୀୟ ମାର୍ଗରେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସେ ପ୍ରଥମ ମାର୍ଗର ପାପ ପ୍ରାୟଶ୍ଚିତ୍ତ ମାର୍ଗ ଲୋପ କରନ୍ତି” (ଦେଖ: [[rc://*/ta/man/translate/figs-abstractnouns]] ଏବଂ [[rc://*/ta/man/translate/figs-metaphor]]) # first practice ... the second practice “ପ୍ରଥମ” ଓ “ଦ୍ବିତୀୟ” ଶବ୍ଦଗୁଡିକ ଆନୁକ୍ରମିକ ସଂଖ୍ୟା ଅଟନ୍ତି I ଅନ୍ୟଏକ ଅନୁବାଦରେ: “ପୁରାତନ ପ୍ରଥା ...ନୂତନ ପ୍ରଥା” (ଦେଖ: [[rc://*/ta/man/translate/translate-ordinal]])