or_tn/heb/10/02.md

16 lines
1.8 KiB
Markdown

# would the sacrifices not have ceased to be offered?
ଲେଖକ ବ୍ୟକ୍ତ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯାହା ବଳିଦାନ ସମୁହ ସେମାନଙ୍କ ଶକ୍ତିରେ ସିମୀତ ଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେଗୁଡିକ ସେହି ସମସ୍ତ ବଳିଦାନ ଉତ୍ସର୍ଗ କରିବାରୁ ନିବୃତ୍ତ ହୋଇଥାନ୍ତେ I” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-activepassive]])
# ceased to be
ହେବାରୁ ନିବୃତ୍ତ ହେଲେ
# the worshipers would have been cleansed
ଏଠାରେ ଶୁଚି ହେବା ଅର୍ଥ ଆଉ ପାପର ଦୋଷୀ ନହେବା ନିମନ୍ତେ ଚିତ୍ରଣ କରେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବଳିଦାନ ସମୁହ ସେମାନଙ୍କ ପାପ ହରଣ କରି ପାରିଥାନ୍ତା” କିମ୍ବା “ଈଶ୍ବର ସେମାନଙ୍କୁ ଆଉ ପାପର ଦୋଷୀ କରି ନଥାନ୍ତେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])
# would no longer have any consciousness of sin
ସେମାନେ ପାପର ଦୋଷୀ ବୋଲି ଆଉ ଭାବି ନଥାନ୍ତେ କିମ୍ବା “ସେମାନେ ପାପର ଦୋଷୀ ନାହାନ୍ତି ବୋଲି ଜାଣିଥାନ୍ତେ”