or_tn/heb/10/02.md

1.8 KiB

would the sacrifices not have ceased to be offered?

ଲେଖକ ବ୍ୟକ୍ତ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯାହା ବଳିଦାନ ସମୁହ ସେମାନଙ୍କ ଶକ୍ତିରେ ସିମୀତ ଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେଗୁଡିକ ସେହି ସମସ୍ତ ବଳିଦାନ ଉତ୍ସର୍ଗ କରିବାରୁ ନିବୃତ୍ତ ହୋଇଥାନ୍ତେ I” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-activepassive]])

ceased to be

ହେବାରୁ ନିବୃତ୍ତ ହେଲେ

the worshipers would have been cleansed

ଏଠାରେ ଶୁଚି ହେବା ଅର୍ଥ ଆଉ ପାପର ଦୋଷୀ ନହେବା ନିମନ୍ତେ ଚିତ୍ରଣ କରେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବଳିଦାନ ସମୁହ ସେମାନଙ୍କ ପାପ ହରଣ କରି ପାରିଥାନ୍ତା” କିମ୍ବା “ଈଶ୍ବର ସେମାନଙ୍କୁ ଆଉ ପାପର ଦୋଷୀ କରି ନଥାନ୍ତେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

would no longer have any consciousness of sin

ସେମାନେ ପାପର ଦୋଷୀ ବୋଲି ଆଉ ଭାବି ନଥାନ୍ତେ କିମ୍ବା “ସେମାନେ ପାପର ଦୋଷୀ ନାହାନ୍ତି ବୋଲି ଜାଣିଥାନ୍ତେ”