or_tn/heb/10/01.md

1.3 KiB

Connecting Statement:

ଲେଖକ ବ୍ୟବସ୍ଥା ଓ ଏହାର ବଳିଦାନର ଦୁର୍ବଳତା, ଈଶ୍ବର କାହିଁକି ବ୍ୟବସ୍ଥା ଦେଲେ, ଓ ନୂତନ ଯାଜକତ୍ବର ସିଦ୍ଧତା ଏବଂ ଖ୍ରୀଷ୍ଟଙ୍କ ବଳିଦାନ କାହିଁକି ଦେଲେ ତାହା ଦର୍ଶାଉଛନ୍ତି I

the law is only a shadow of the good things to come

ଏହା ବ୍ୟବସ୍ଥା ବିଷୟରେ କହେ ଯେପରି ଏହା ଗୋଟିଏ ଛାୟା ସ୍ବଦୃଶ ଅଟେ I ଲେଖକ କହନ୍ତି ଯେ ବ୍ୟବସ୍ଥା ଗୋଟିଏ ଉତ୍ତମ ବିଷୟ ନୁହେଁ ଯାହା ଈଶ୍ବର ପ୍ରତିଜ୍ଞା କରିଥିଲେ I ଏହା କେବଳ ଆଗାମୀ ଉତ୍ତମ ବିଷୟ ସମ୍ବନ୍ଧରେ ସୂଚନା ଦିଏ ଯାହା ଇଶ୍ବର ସ୍ଥାପନ କରିବାକୁ ଯାଉଥିଲେ I (ଦେଖ: rc://*/ta/man/translate/figs-metaphor)

not the real forms of those things themselves

ସେଗୁଡିକ ପ୍ରକୃତ ବିଷୟ ନୁହନ୍ତି

year after year

ପ୍ରତ୍ୟେକ ବର୍ଷ