or_tn/heb/10/01.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଲେଖକ ବ୍ୟବସ୍ଥା ଓ ଏହାର ବଳିଦାନର ଦୁର୍ବଳତା, ଈଶ୍ବର କାହିଁକି ବ୍ୟବସ୍ଥା ଦେଲେ, ଓ ନୂତନ ଯାଜକତ୍ବର ସିଦ୍ଧତା ଏବଂ ଖ୍ରୀଷ୍ଟଙ୍କ ବଳିଦାନ କାହିଁକି ଦେଲେ ତାହା ଦର୍ଶାଉଛନ୍ତି I
# the law is only a shadow of the good things to come
ଏହା ବ୍ୟବସ୍ଥା ବିଷୟରେ କହେ ଯେପରି ଏହା ଗୋଟିଏ ଛାୟା ସ୍ବଦୃଶ ଅଟେ I ଲେଖକ କହନ୍ତି ଯେ ବ୍ୟବସ୍ଥା ଗୋଟିଏ ଉତ୍ତମ ବିଷୟ ନୁହେଁ ଯାହା ଈଶ୍ବର ପ୍ରତିଜ୍ଞା କରିଥିଲେ I ଏହା କେବଳ ଆଗାମୀ ଉତ୍ତମ ବିଷୟ ସମ୍ବନ୍ଧରେ ସୂଚନା ଦିଏ ଯାହା ଇଶ୍ବର ସ୍ଥାପନ କରିବାକୁ ଯାଉଥିଲେ I (ଦେଖ: [[rc://*/ta/man/translate/figs-metaphor]])
# not the real forms of those things themselves
ସେଗୁଡିକ ପ୍ରକୃତ ବିଷୟ ନୁହନ୍ତି
# year after year
ପ୍ରତ୍ୟେକ ବର୍ଷ