or_tn/heb/09/28.md

1.3 KiB

Christ was offered once

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଖ୍ରୀଷ୍ଟ ଆପଣାକୁ ଥରେ ଉତ୍ସର୍ଗ କଲେ” (ଦେଖ: rc://*/ta/man/translate/figs-activepassive)

to take away the sins

ଆମ୍ଭମାନଙ୍କର ପାପ ନିମନ୍ତେ ଦୋଷୀ କରିବା ଅପେକ୍ଷା ଆମ୍ଭମାନଙ୍କୁ ଦୋଷମୁକ୍ତ କରିବାର କାର୍ଯ୍ୟ ବିଷୟରେ କୁହାଯାଏ ଯେପରି ଆମ୍ଭମାନଙ୍କର ପାପସବୁ ଜାଗତିକ ବସ୍ତୁ ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କଠାରୁ ବୋହିନେଇ ଯାଇ ପାରିବେ I ଅନ୍ୟଏକ ଅନୁବାଦରେ: “ଯେପରି ଈଶ୍ବର ପାପକ୍ଷମା କରିବେ” (ଦେଖ: rc://*/ta/man/translate/figs-metaphor)

the sins

ଏଠାରେ “ପାପ”ର ଅର୍ଥ ଦୋଷ ଯାହା ଲୋକମାନେ ପାପ କରିଥିବା ସକାଶୁ ଈଶ୍ବରଙ୍କ ସମ୍ମୁଖରେ କରୁଥିବା ଦୋଷ I (ଦେଖ: rc://*/ta/man/translate/figs-metonymy)