or_tn/heb/09/28.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Christ was offered once
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଖ୍ରୀଷ୍ଟ ଆପଣାକୁ ଥରେ ଉତ୍ସର୍ଗ କଲେ” (ଦେଖ: [[rc://*/ta/man/translate/figs-activepassive]])
# to take away the sins
ଆମ୍ଭମାନଙ୍କର ପାପ ନିମନ୍ତେ ଦୋଷୀ କରିବା ଅପେକ୍ଷା ଆମ୍ଭମାନଙ୍କୁ ଦୋଷମୁକ୍ତ କରିବାର କାର୍ଯ୍ୟ ବିଷୟରେ କୁହାଯାଏ ଯେପରି ଆମ୍ଭମାନଙ୍କର ପାପସବୁ ଜାଗତିକ ବସ୍ତୁ ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କଠାରୁ ବୋହିନେଇ ଯାଇ ପାରିବେ I ଅନ୍ୟଏକ ଅନୁବାଦରେ: “ଯେପରି ଈଶ୍ବର ପାପକ୍ଷମା କରିବେ” (ଦେଖ: [[rc://*/ta/man/translate/figs-metaphor]])
# the sins
ଏଠାରେ “ପାପ”ର ଅର୍ଥ ଦୋଷ ଯାହା ଲୋକମାନେ ପାପ କରିଥିବା ସକାଶୁ ଈଶ୍ବରଙ୍କ ସମ୍ମୁଖରେ କରୁଥିବା ଦୋଷ I (ଦେଖ: [[rc://*/ta/man/translate/figs-metonymy]])