or_tn/heb/09/18.md

1.2 KiB

So not even the first covenant was established without blood

ଏହାକୁ କର୍ତ୍ତୃବାଚ୍ୟରେ ଓ ସାକାରାତ୍ମକ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତେଣୁ ଈଶ୍ବର ଏପରିକି ପ୍ରଥମ ନିୟମ ମଧ୍ୟ ରକ୍ତ ସହିତ ସ୍ଥାପନ କରିଥିଲେ” (ଦେଖ: [[rc:///ta/man/translate/figs-activepassive]] [[rc:///ta/man/translate/figs-doublenegatives]])

first covenant

ଦେଖ ଏବ୍ରୀ ୮:୭ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I

blood

ଈଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କରାଯାଉଥିବା ପଶୁମାନଙ୍କର ମୃତ୍ୟୁ ବିଷୟରେ କୁହାଯାଏ ଯେପରି ଏହା କିଛି ନୁହେଁ, କେବଳ ରକ୍ତ ମାତ୍ର I ଅନ୍ୟଏକ ଅନୁବାଦରେ; “ଈଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କରାଯାଉଥିବା ପଶୁମାନଙ୍କର ମୃତ୍ୟୁ” (ଦେଖ: rc://*/ta/man/translate/figs-metonymy)